ଓଡିଶା

odisha

ETV Bharat / state

ମନ୍ଦିର ଭିତରେ ରଥଯାତ୍ରା ରୀତିନୀତି ସମ୍ପନ୍ନ, ରଥାରୁଢ ହେଲେନି ପ୍ରଭୁ - ରଥଯାତ୍ରା

ମଙ୍ଗଳବାର ସମ୍ବଲପୁର ସହରର କୌଣସି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇନଥିଲେ ମଧ୍ୟ ମନ୍ଦିର ଭିତରେ ସାମାଜିକ ଦୂରତ୍ୱ ବଜାୟ ରଖି ରଥଯାତ୍ରାର ପାରମ୍ପରିକ ରୀତିନୀତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ..

rath-yatra-rituals-performed
rath-yatra-rituals-performed

By

Published : Jun 23, 2020, 8:35 PM IST

ସମ୍ବଲପୁର: ଚଳିତ ବର୍ଷ କୋରୋନା କଟକଣା ପାଇଁ କେବଳ ପୁରୀରେ ହିଁ ରଥଯାତ୍ରା ଅନୁଷ୍ଠିତ ହୋଇଛି । ତେବେ ସମ୍ବଲପୁର ସହରର କୌଣସି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇନଥିଲେ ମଧ୍ୟ ମନ୍ଦିର ଭିତରେ ସାମାଜିକ ଦୂରତ୍ୱ ବଜାୟ ରଖି ରଥଯାତ୍ରାର ପାରମ୍ପରିକ ରୀତିନୀତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି ।

ମନ୍ଦିର ଭିତରେ ରଥଯାତ୍ରା ରୀତିନୀତି ସମ୍ପନ୍ନ, ରଥାରୂଢ ହେଲେନି ପ୍ରଭୁ
ସମ୍ବଲପୁରର ସାକ୍ଷୀପଡା ସ୍ଥିତ ସାକ୍ଷୀ ମଦନ ଗୋପାଳ ମନ୍ଦିରରେ ମଧ୍ୟ ମନ୍ଦିର ଭିତରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ପୂଜାର୍ଚ୍ଚନା ଓ ରୀତିନୀତି ଅନୁଷ୍ଠିତ ହୋଇଛି । ତେବେ ପ୍ରଭୁ ଜଗନ୍ନାଥ ରଥାରୂଢ ହୋଇ ନାହାଁନ୍ତି ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details