ଓଡିଶା

odisha

ETV Bharat / state

ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତକୁ 100 ବର୍ଷ, ପ୍ରତି ଜିଲ୍ଲାରେ ହେବ ନାଟକ - preparation for 100th anniversary

ଆସନ୍ତା 23 ତାରିଖରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତକୁ 100 ବର୍ଷ ପୂର୍ତ୍ତି ହେଉଛି । ଏହି ଅବସରରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟର 30 ଟି ଜିଲ୍ଲାର ଏକ ସମୟରେ ଗାନ୍ଧୀଙ୍କ ଓଡିଶା ଗସ୍ତକୁ ନେଇ ଆଧାରିତ ନାଟକ ପରିବେଷଣ କରାଯିବ। ଅଧିକ ପଢନ୍ତୁ...

ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତର 100 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜିଲ୍ଲାରେ ନାଟକ ପରିବେଷଣ ହେବ
ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତର 100 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜିଲ୍ଲାରେ ନାଟକ ପରିବେଷଣ ହେବ

By

Published : Mar 20, 2021, 10:45 PM IST

ସମ୍ବଲପୁର : ଆସନ୍ତା 23 ତାରିଖରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତକୁ 100 ବର୍ଷ ପୂର୍ତ୍ତି ପୂରଣ ହେଉଛି । ଏହି ଅବସରରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟର 30 ଟି ଜିଲ୍ଲାରେ ଏକ ସମୟରେ ଗାନ୍ଧୀଙ୍କ ଓଡିଶା ଗସ୍ତ ଉପରେ ଆଧାରିତ ନାଟକ ପରିବେଷଣ କରାଯିବ।

ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତର 100 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜିଲ୍ଲାରେ ନାଟକ ପରିବେଷଣ ହେବ

ଆଜି ସମ୍ବଲପୁରର ଶ୍ରୀ କଲଚୁରାଲ ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । 23 ତାରିଖ ସନ୍ଧ୍ୟା 6ଟା ରେ ଏହି ନାଟକ ହେବାକୁ ଯାଉଛି । ଏଥିରେ 30 ଜଣ କଳାକାର ସାମିଲ ହେବେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details