ସମ୍ବଲପୁର: ପୁଣି ସମ୍ବଲପୁରରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି 8ରେ ପହଞ୍ଚିଛି।
ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଗତ ମେ 19ରେ ମୁମ୍ବାଇରୁ ଫେରିଥିଲେ । ସେ ଯୁଜୁମୁରା ବ୍ଲକ କବରାପାଲି ସ୍ଥିତ ସରକାରୀ କ୍ବାରେଣ୍ଟିନ ସେଣ୍ଟରରେ ଥିଲେ।