ଓଡିଶା

odisha

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୁଚିଣ୍ଡା ବସ ଓ ବ୍ୟବସାୟୀ ସେବା ବନ୍ଦ ଡାକରା

By

Published : Jan 29, 2022, 7:48 PM IST

ଆଜିଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କୁଚିଣ୍ଡାର ଦୋକାନ ବଜାର, ବସ ସେବା ବନ୍ଦ ଡାକରା ଦେଇଛି ବ୍ୟବସାୟୀ ସଂଘ । କୁଚିଣ୍ଡାର ଝୁଲେନ ପୋଲର ପୁନଃନିର୍ମାଣ ଦାବି ନେଇ କୁଚିଣ୍ଡା ବ୍ୟବସାୟୀ ସଂଘ ଏହି ବନ୍ଦ ଡାକରା ଦେଇଛି। ଅଧିକ ପଢନ୍ତୁ

କୁଚିଣ୍ଡା
କୁଚିଣ୍ଡା

ସମ୍ବଲପୁର: ଆଜିଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କୁଚିଣ୍ଡାର ଦୋକାନ ବଜାର, ବସ ସେବା ବନ୍ଦ ଡାକରା ଦେଇଛି ବ୍ୟବସାୟୀ ସଂଘ । କୁଚିଣ୍ଡାର ଝୁଲେନ ପୋଲର ପୁନଃନିର୍ମାଣ ଦାବି ନେଇ କୁଚିଣ୍ଡା ବ୍ୟବସାୟୀ ସଂଘ ଏହି ବନ୍ଦ ଡାକରା ଦେଇଛି।

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୁଚିଣ୍ଡା ବସ ଓ ବ୍ୟବସାୟୀ ସେବା ବନ୍ଦ ଡାକରା

ଏହି ଆନ୍ଦୋଳନ ସାମିଲ ହୋଇଛନ୍ତି କୁଚିଣ୍ଡା ଘରୋଇ ବସ ମାଲିକ ସଂଘ। ଏହି ଆନ୍ଦୋଳନ ମୁଖ୍ୟତଃ ଉଦ୍ଦେଶ୍ୟ ହେଉଛି ଝୁଲେନ ପୋଲର ପୁନଃ ନିର୍ମାଣ ଏବଂ କୁଚିଣ୍ଡା ସହର ଭିତରକୁ ବସ ଚଳାଚଳ ଦାବିକୁ ନେଇ ବନ୍ଦ ଡାକରା ଦିଆଯାଇଛି । ଦାବିପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁଚିଣ୍ଡା ବ୍ୟବସାୟୀ ସଂଘ ଚେତାବନୀ ଦେଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details