ଓଡିଶା

odisha

ETV Bharat / state

ସମ୍ବଲପୁରରେ ଜମ୍ବୁତାଇ ଟ୍ରେନ ଲାଇନଚ୍ୟୁତ - ସମ୍ବଲପୁରରେ ଜମ୍ବୁ ତାଇ ଟ୍ରେନ ଲାଇନଚ୍ୟୁତ

ଲାଇନଚ୍ୟୁତ ହେଲା ଜମ୍ବୁତାଇ ଟ୍ରେନ । ୱାସିଂ ଲାଇନ ପାଇଁ ଯାଉଥିବା ବେଳେ ଟ୍ରେନଟି ସାମାନ୍ୟ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଏଥିରେ କୌଣସି ପ୍ରକାର କ୍ଷତି ହୋଇନଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ

jambutai train derails at sambalpur railway station
ସମ୍ବଲପୁରରେ ଜମ୍ବୁ ତାଇ ଟ୍ରେନ ଲାଇନଚ୍ୟୁତ

By

Published : Feb 5, 2022, 7:34 AM IST

ସମ୍ବଲପୁର: ଲାଇନଚ୍ୟୁତ ହେଲା ଜମ୍ବୁତାଇ ଟ୍ରେନ । ୱାସିଂ ଲାଇନ ପାଇଁ ଯାଉଥିବା ବେଳେ ଟ୍ରେନଟି ସାମାନ୍ୟ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଏଥିରେ କୌଣସି ପ୍ରକାର କ୍ଷତି ହୋଇନଥିବା ସୂଚନା ମିଳିଛି।

ଘଟଣା ମୁତାବକ ସମ୍ବଲପୁର ରେଳ ଷ୍ଟେସନରେ ଜମ୍ବୁ ତାଇ ଟ୍ରେନ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ଓହ୍ଲାଇଥିଲେ । ଏହାପରେ ଟ୍ରେନଟି ୱାସିଂ ଲାଇନକୁ ସଫେଇ ପାଇଁ ଯାଇଥିଲା । ତେବେ ସେହି ସମୟରେ ଟ୍ରେନର ଦୁଇଟି ବଗି ସାମାନ୍ୟ ଲାଇନଚ୍ୟୁତ ହୋଇଥିଲା । ଏଥିରେ ବିଶେଷ କିଛି କ୍ଷତି ହୋଇନଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି । ଟେକନିକାଲ ଟିମ୍ ଯାଇ ଅତି କମ୍ ସମୟ ମଧ୍ୟରେ ଟ୍ରେନ ବଗିକୁ ପୁଣି ଲାଇନରେ ପୁନଃ ସ୍ଥାପନ କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details