ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନେଇ ଦୀର୍ଘ ଦିନରୁ ହେଉଥିବା ଆନ୍ଦୋଳନରେ ବର୍ତ୍ତମାନ ବିରାମ ଲାଗିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓକିଲ ମାନେ ଏହି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଫଳରେ ଦୀର୍ଘ ଦିନରୁ ପଶ୍ଚିମ ଓଡ଼ିଶାରେ ଲାଗିରହିଥିବା ବିଚାର ବିଭାଗର ଅଚଳାବସ୍ଥା ଦୂର ହୋଇଛି ।
ନରମିଲେ ଓକିଲ, ବନ୍ଦ ହେଲା ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ - ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନେଇ ଦୀର୍ଘ ଦିନରୁ ହେଉଥିବା ଆନ୍ଦୋଳନରେ ବର୍ତ୍ତମାନ ବିରାମ ଲାଗିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓକିଲ ମାନେ ଏହି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଅଧିକ ପଢନ୍ତୁ...
ବନ୍ଦ ହେଲା ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ
ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ