ସମ୍ବଲପୁର :ଭୁଶୁଡିଲା କୁଚିଣ୍ଡାର ଝୁଲାପୋଲ। ପୋଲରେ ଆଂଶିକ ଭାବେ ଝୁଲି ରହିଛି ଡ଼ମ୍ପର । ଡ୍ରାଇଭର ଚାପି ରହିଥିବା ସୂଚନା ମଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାର କୁଚିଣ୍ତା ଝୁଲାପୋଲ ଦେଇ ଏକ ଡମ୍ପର ଯାଉଥିଲା । ଏ ସମୟରେ ପୋଲଟି ଭୁଶୁଡି ଯିବାରୁ ଡ଼ମ୍ପରଟି ପୋଲରେ ଆଂଶିକ ଝୁଲି ରହିଛି ।
ଭୁଶୁଡିଲା କୁଚିଣ୍ଡା ଝୁଲାପୋଲ: ଝୁଲି ରହିଛି ଡ଼ମ୍ପର, ଚାପି ହୋଇଗଲେ ଡ୍ରାଇଭର - ଭୁଶୁଡିଲା ଝୁଲାପୋଲ
ଭୁଶୁଡିଲା କୁଚିଣ୍ଡାର ଝୁଲାପୋଲ। ପୋଲରେ ଆଂଶିକ ଭାବେ ଝୁଲି ରହିଛି ଡ଼ମ୍ପର । ଡ୍ରାଇଭର ଚାପି ରହିଥିବା ସୂଚନା ମଳିଛି । ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ...
ଭୁଶୁଡିଲା କୁଚିଣ୍ଡା ଝୁଲାପୋଲ; ଉଦ୍ଧାର କାର୍ଯ୍ୟ ଜାରି
ଏ ଖବର ପାଇ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ,ମେଡ଼ିକାଲ ଟିମ ଆସି ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଡମ୍ପରଟିରେ ଡ୍ରାଇଭର ଚାପି ହୋଇ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି ।
ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା, ଇଟିଭି ଭାରତ
Last Updated : Sep 10, 2021, 9:38 AM IST