ଓଡିଶା

odisha

ETV Bharat / state

ଅନଲାଇନ ପରୀକ୍ଷା ଦାବିରେ ଗାୟତ୍ରୀ କଲେଜ ଏମ ଫାର୍ମ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ - ଗାୟତ୍ରୀ କଲେଜ ଏମ ଫାର୍ମ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଆସନ୍ତା 22ରୁ 29 ଯାଏଁ ଏହା ରାଉରକେଲାରେ ହେବା ପାଇଁ ସ୍ଥିରୀକୃତ ହୋଇଥିବାବେଳେ ଏହାକୁ ବିରୋଧ କରୁଛନ୍ତି ସମ୍ବଲପୁର ଗାୟତ୍ରୀ କଲେଜର ଛାତ୍ରଛାତ୍ରୀ । ଏଥିପାଇଁ ଅନଲାଇନ ପରୀକ୍ଷା କରିବାକୁ ସେମାନେ ବିପିୟୁଟି କତ୍ତୃପକ୍ଷଙ୍କୁ ଲିଖିତ ଦାବି ପତ୍ର ଦେଇଛନ୍ତି । ଅଧିକ ପଢନ୍ତୁ...

ଅନଲାଇନ ପରୀକ୍ଷା ଦାବିରେ ଗାୟତ୍ରୀ କଲେଜ ଏମ ଫାର୍ମ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ଅନଲାଇନ ପରୀକ୍ଷା ଦାବିରେ ଗାୟତ୍ରୀ କଲେଜ ଏମ ଫାର୍ମ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

By

Published : Apr 12, 2021, 10:53 PM IST

ସମ୍ବଲପୁର: ସମ୍ବଲପୁର ଗାୟତ୍ରୀ ଫର୍ମାସି କଲେଜର ଏମ ଫାର୍ମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି । ଏମ ଫାର୍ମା ପ୍ରଥମ ସେମିଷ୍ଟରର ପରୀକ୍ଷାକୁ ଅନଲାଇନରେ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଆସନ୍ତା 22ରୁ 29 ଯାଏଁ ଏହା ରାଉରକେଲାରେ ହେବା ପାଇଁ ସ୍ଥିତିକୃତ ହୋଇଥିବା ବେଳେ ଏହାକୁ ବିରୋଧ କରୁଛନ୍ତି ସମ୍ବଲପୁର ଗାୟତ୍ରୀ କଲେଜର ଛାତ୍ରଛାତ୍ରୀ ।

ଅନଲାଇନ ପରୀକ୍ଷା ଦାବିରେ ଗାୟତ୍ରୀ କଲେଜ ଏମ ଫାର୍ମ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ଅନଲାଇନ ପରୀକ୍ଷା ଦାବିରେ ଗାୟତ୍ରୀ କଲେଜ ଏମ ଫାର୍ମ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଏଥିପାଇଁ ଅନଲାଇନ ପରୀକ୍ଷା କରିବାକୁ ସେମାନେ ବିପିୟୁଟି କତ୍ତୃପକ୍ଷଙ୍କୁ ଲିଖିତ ଦାବି ପତ୍ର ଦେଇଛନ୍ତି । ଆଜି ଗାୟତ୍ରୀ କଲେଜର ଛାତ୍ରଛାତ୍ରୀ ଆନ୍ଦୋଳନ କରୁଥିବା ବେଳେ ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details