ସମ୍ବଲପୁର :ଆଜିଠୁ ସମଗ୍ର ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଛି ଅଯୋଧ୍ୟା ଶ୍ରୀରାମ ମନ୍ଦିର ପାଇଁ ନିଧି ସଂଗ୍ରହ ଅଭିଯାନ। ଆଜି ସମ୍ବଲପୁର ସାକ୍ଷୀପଡା ସ୍ଥିତ ବୃକସିଲ ସ୍ଥିତ ଶ୍ରୀରାମ ମନ୍ଦିର ରୁ ଏହି ଅଭିଯାନ ଆରମ୍ଭ ହୋଇଛି।
ସମଗ୍ର ପଶ୍ଚିମ ଓଡ଼ିଶାର 18 ଟି ସାଂଗଠନିକ ଜିଲ୍ଲାରେ ଏହି ନିଧି ସଂଗ୍ରହ ଅଭିଯାନ ଜାନୁଆରୀ 25ରୁ ଫେବୃଆରୀ 10 ଯାଏ ଚାଲିବ ।
ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଆଜିଠୁ ପଶ୍ଚିମ ଓଡ଼ିଶାରେ ନିଧି ସଂଗ୍ରହ ଆରମ୍ଭ - sambalpur fundraising for shrirams temple
ଆଜିଠୁ ସମଗ୍ର ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଛି ଅଯୋଧ୍ୟା ଶ୍ରୀରାମ ମନ୍ଦିର ପାଇଁ ନିଧି ସଂଗ୍ରହ ଅଭିଯାନ। ଆଜି ସମ୍ବଲପୁର ସାକ୍ଷୀପଡା ସ୍ଥିତ ବୃକସିଲ ସ୍ଥିତ ଶ୍ରୀରାମ ମନ୍ଦିର ରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...
![ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଆଜିଠୁ ପଶ୍ଚିମ ଓଡ଼ିଶାରେ ନିଧି ସଂଗ୍ରହ ଆରମ୍ଭ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଆଜିଠୁ ପଶ୍ଚିମ ଓଡ଼ିଶାରେ ନିଧି ସଂଗ୍ରହ ଆରମ୍ଭ](https://etvbharatimages.akamaized.net/etvbharat/prod-images/768-512-10379089-thumbnail-3x2-jdcf.jpg)
ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଆଜିଠୁ ପଶ୍ଚିମ ଓଡ଼ିଶାରେ ନିଧି ସଂଗ୍ରହ ଆରମ୍ଭ
ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଆଜିଠୁ ପଶ୍ଚିମ ଓଡ଼ିଶାରେ ନିଧି ସଂଗ୍ରହ ଆରମ୍ଭ
ସମଗ୍ର ପଶ୍ଚିମ ଓଡିଶାର 20 ହଜାର ଗାଁର ସମସ୍ତ ପରିବାର ଠାରୁ ସାମର୍ଥ୍ୟ ଅନୁସାରେ ନିଧି ସଂଗ୍ରହ କରାଯିବ । ଏନେଇ ସମ୍ବଲପୁରରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଏହି ଅଭିଯାନ ଆରମ୍ଭ ହୋଇଛି । ସମଗ୍ର ପଶ୍ଚିମ ଓଡ଼ିଶାର ସମସ୍ତ ଗାଁରେ ନିଧି ସଂଗ୍ରହ ପାଇଁ4 ଜନିଆଁ ଦଳ ଗଠନ ହୋଇଥିବା ସୂଚନା ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରାଣା, ଇଟିଭି ଭାରତ