ଓଡିଶା

odisha

ETV Bharat / state

ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ହଟିଲା ଅବରୋଧ, ଆନ୍ଦୋଳନରୁ ଓହରିଲେ ଚାଷୀ - ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତା ଅବରୋଧ

ଦିନ 11ଟାରୁ ସମ୍ବଲପୁର ବରେଇପାଲି ଠାରେ ଚାଷୀଙ୍କ ପକ୍ଷରୁ କରାଯାଇଥିବା ରାସ୍ତା ଅବରୋଧ, ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ସହ ଆଲୋଚନା ହଟିଛି।

farmers called off strike
ଆନ୍ଦୋଳନରୁ ଓହରିଲେ ଚାଷୀ଼

By

Published : Dec 17, 2019, 11:41 PM IST

ସମ୍ବଲପୁର: ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ । ସମ୍ବଲପୁର ବରେଇପାଲି ଛକ ନିକଟରେ ଚାଲିଥିବା ରାସ୍ତାରୋକ ଆନ୍ଦୋଳନରୁ ଶେଷରେ ଓହରିଛନ୍ତି ଚାଷୀ । ଦିନ 11ଟାରୁ ସମ୍ବଲପୁର ବରେଇପାଲି ଠାରେ ହେଉଥିବା ଚାଷୀଙ୍କ ରାସ୍ତା ଅବରୋଧ, ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଆଲୋଚନା ପରେ ହଟିଛି। ସମ୍ବଲପୁର ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଚାଷୀ ଓହରିଛନ୍ତି।

ଆନ୍ଦୋଳନରୁ ଓହରିଲେ ଚାଷୀ଼

ଆଜି ସକାଳ 11 ଟାରୁ ସମ୍ବଲପୁରରେ ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିବାବେଳେ, ରାତି 10ଟାରେ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଏହାକୁ ହଟାଇ ଦେଇଛନ୍ତି। ସମ୍ବଲପୁର ବରେଇପାଲି ଛକ ନିକଟରେ ଚାଲିଥିବା ରାସ୍ତାରୋକ ଆନ୍ଦୋଳନରୁ ଶେଷରେ ଓହରିଛନ୍ତି ଚାଷୀ । ସମ୍ବଲପୁର ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ପ୍ରତିଶୃତି ପରେ ଚାଷୀ ରାସ୍ତା ଅବରୋଧରୁ ଓହରିଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଦିନ 11ଟାରୁ ରାତି 10ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରିଥିଲେ ଚାଷୀ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details