ଓଡିଶା

odisha

ETV Bharat / state

କେନାଲକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ - drown death

କେନାଲକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ। ଶବ ବ୍ୟବଚ୍ଛେଦ ପାଇଁ ପଠାଗଲା ବୁର୍ଲା ମେଡିକାଲ। ଅଧିକ ପଢନ୍ତୁ...

drown death
ବୁଡ଼ିଗଲେ ଯୁବକ।

By

Published : Feb 2, 2020, 9:06 PM IST

ସମ୍ବଲପୁର: କେନାଲକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ। ସମ୍ବଲପୁର ଶାସନ କେନାଲରେ ଘଟିଛି ଅଘଟଣ। ମୃତ ଯୁବକ ହେଉଛନ୍ତି କରମଟୁଲି ଗାଁର ବସନ୍ତ ପଣ୍ଡା । କେନାଲକୁ ଗାଧୋଇବାକୁ ଯାଇଥିବାବେଳେ ଗଭୀର ପାଣିକୁ ଖସି ପଡି ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ବସନ୍ତକୁ ଖୋଜିବା ପାଇଁ ସ୍ବତନ୍ତ୍ର ଟିମ ପହଞ୍ଚିଥିଲା । ବହୁ ଖୋଜାଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ। ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲକୁ ପଠାଯାଇଛି ।

ବୁଡ଼ିଗଲେ ଯୁବକ

ତେବେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣା ପଡିବ ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା , ଇଟିଭି ଭାରତ

ABOUT THE AUTHOR

...view details