ଓଡିଶା

odisha

ETV Bharat / state

କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ - ସମ୍ବଲପୁରରେ କୋରୋନା ସଚେତନ

ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ସମ୍ବଲପୁରରେ ସଚେତନ କାର୍ଯ୍ୟକ୍ରମ ହୋଇଛି । ଏଥିରେ କୋରୋନା ମୁକାବିଲା ନେଇ ଜନ ସଚେତନ କରାଯାଇଛି । ଅଧିକ ପଢନ୍ତୁ..

କୋରୋନା ସଚେତନ ବାର୍ତ୍ତା ବାଣ୍ଟିଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ
କୋରୋନା ସଚେତନ ବାର୍ତ୍ତା ବାଣ୍ଟିଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ

By

Published : Nov 2, 2020, 8:54 PM IST

Updated : Nov 2, 2020, 10:30 PM IST

ସମ୍ବଲପୁର: ସୋମବାର ସମ୍ବଲପୁରର ସୁନାପଲି ଅଞ୍ଚଳରେ ବିଜେଡି ପକ୍ଷରୁ କୋରୋନା ସଚେତନ ସଭା ଅନୁଷ୍ଠିତ ହୋଇଛି । ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ସଚେତନ କାର୍ଯ୍ୟକ୍ରମ ହୋଇଛି । ଏଥିରେ ପୂର୍ବତନ ବିଧାୟିକା କୋରୋନା ମୁକାବିଲା ନେଇ ଜନ ସଚେତନ କରାଇଛନ୍ତି ।

କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ

ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଅକ୍ଟୋବର ମାସରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟ ବ୍ୟାପି କୋରୋନା ସଚେତନ କାର୍ଯ୍ୟକ୍ରମ ହେଉଛି । ଏହି କ୍ରମରେ ସମ୍ବଲପୁରରେ ମଧ୍ୟ ଜିଲ୍ଲା ବିଜେଡି ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ବିଭିନ୍ନ ଅଞ୍ଚଳରେ କରାଯାଉଛି ।

କୋରୋନା ସଚେତନ ବାର୍ତ୍ତା ବାଣ୍ଟିଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ

ତେବେ ଆଜି ସୁନାପାଲିରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଛି । ଏଥିରେ ବିଜେଡି ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇ ମାସ୍କ ବଣ୍ଟନ ସହ କୋରୋନା ଯୋଦ୍ଧାକୁ ସମ୍ମାନିତ କରିଥିଲେ ।

କୋରୋନା ସଚେତନ ବାର୍ତ୍ତା ବାଣ୍ଟିଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
Last Updated : Nov 2, 2020, 10:30 PM IST

ABOUT THE AUTHOR

...view details