ସମ୍ବଲପୁର: ନିୟମଗିରି ଆନ୍ଦୋଳନର ତଥା ପଶ୍ଚିମ ଓଡିଶାର କୃଷକ ସମନ୍ବୟ ସମିତିର ପ୍ରମୁଖ ଚାଷୀନେତା ଲିଙ୍ଗରାଜ ଆଜାଦଙ୍କ ଗିରଫ ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର
ବିନା କାରଣରେ ଲିଙ୍ଗରାଜଙ୍କୁ ଗିରଫ କରାଯାଇଥିବାରୁ ପ୍ରତିବାଦ ସହ ସମ୍ବଲପୁରରେ ଚାଷୀ ନେତାମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି।