ଓଡିଶା

odisha

ETV Bharat / state

କୋରୋନା ଭୟ: ମାର୍ଚ୍ଚ 31 ଯାଏଁ ବୁର୍ଲା ପ୍ଲାନେଟୋରିୟମ ବନ୍ଦ - ମାର୍ଚ୍ଚ 31 ଯାଏ ବୁର୍ଲା ପ୍ଲାନେଟୋରୀୟମ ବନ୍ଦ

ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବୁର୍ଲା ସ୍ଥିତ ପ୍ଲାନେଟୋରିୟମକୁ ବନ୍ଦ କରି ଦିଆଯାଇଛି।

burla planetorioum close for corona virous
ମାର୍ଚ୍ଚ 31 ଯାଏ ବୁର୍ଲା ପ୍ଲାନେଟୋରୀୟମ ବନ୍ଦ

By

Published : Mar 14, 2020, 2:45 PM IST

ସମ୍ବଲପୁର: ଦେଶର ବିଭିନ୍ନ ସ୍ଥାନରେ କୋରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ସତର୍କତା ମୂଳକ ପଦକ୍ଷେପ । ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବୁର୍ଲା ସ୍ଥିତ ପ୍ଲାନେଟୋରିୟମକୁ ବନ୍ଦ କରି ଦିଆଯାଇଛି।

ମାର୍ଚ୍ଚ 31 ଯାଏ ବୁର୍ଲା ପ୍ଲାନେଟୋରୀୟମ ବନ୍ଦ

କୋରୋନା ସଂକ୍ରମଣ ରୋକିବା ପାଇଁ ଏହା ଏକ ସତର୍କତା ମୂଳକ ପଦକ୍ଷେପ ବୋଲି କୁହାଯାଇଛି । ଫଳରେ ଶନିବାର ପ୍ଲାନେଟୋରିୟମ ଖାଁ ଖାଁ ଲାଗୁଛି । ତେବେ ସ୍ଥାନୀୟ ଲୋକ ଏହାକୁ ସ୍ବାଗତ କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details