ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳାର ହରିଓମ ନଗରରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ଗତ ବିଳମ୍ବିତ ରାତିରେ ଦୀପକ ଯାଦବ ନାମକ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ସମ୍ବଲପୁରରେ ବୀଭତ୍ସ ହତ୍ୟାକାଣ୍ଡ, କଥା ହେଉ ହେଉ ହାଣିଲେ - ଧନୁପାଲି ହତ୍ୟାକାଣ୍ଡ
ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ଘରକୁ ଡାକି ନେଇ କଥାହେବା ସମୟରେ ଭୁଜାଲିରେ ହାଣି ହତ୍ୟା । ଅଧିକ ପଢନ୍ତୁ...

ସମ୍ବଲପୁରେ ବୀଭତ୍ସ ହତ୍ୟାକାଣ୍ଡ, କଥା ହେଉ ହେଉ ହାଣିଲେ
ସମ୍ବଲପୁରେ ବୀଭତ୍ସ ହତ୍ୟାକାଣ୍ଡ, କଥା ହେଉ ହେଉ ହାଣିଲେ
ପୋଲିସ ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୀପକଙ୍କ ମୃତଦେହ ଜବତ କରିଛି । ଏଥିସହ ଆହତ ବିନୀତକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣା ସମୟରେ ମିନତୀଙ୍କ ଚେତା ଉଡିଯିବାରୁ ତାଙ୍କୁ ମଧ୍ୟ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏବଂ ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରଖିଥିବାବେଳେ କେଉଁ କାରଣରୁ ଏପରି ଏକ ହତ୍ୟାକାଣ୍ଡ ଘଟିଲା, ସେ ନେଇ ସ୍ପଷ୍ଟ ହୋଇନାହିଁ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ
Last Updated : Jul 27, 2021, 11:03 AM IST