ଓଡିଶା

odisha

ETV Bharat / state

ଲକଡାଉନ ଯୋଗୁ ସେଲୁନ ବନ୍ଦ, ସହାୟତା ଦାବି କଲା ସମ୍ବଲପୁର ବାରିକ ସମାଜ - ଲକଡାଉନ ଯୋଗୁ ସେଲୁନ ବନ୍ଦ

ଲକଡାଉନ ଯୋଗୁ ସମସ୍ୟା ଭିତରେ ସମ୍ବଲପୁରର ବାରିକ ସମାଜ । ଲକଡାଉନ ହେବା ଦିନଠାରୁ ବାରିକ ସମାଜର ଲୋକେ ନିଜର ଜୀବିକା ହରାଇ ବସିଥିବାରୁ ଏବେ ପରିବାର ଚଲେଇବା କଷ୍ଟକର ହେଉଥିବା କହିଛି ବାରିକ ସମାଜ ପ୍ରକାଶ କରିଛି । ଅଧିକ ପଢନ୍ତୁ...

barbers problem in sambalpur due to lockdown
ଲକଡାଉନ ଯୋଗୁ ସେଲୁନ ବନ୍ଦ, ସହାୟତା ଦାବି କଲା ସମ୍ବଲପୁର ବାରିକ ସମାଜ

By

Published : Apr 29, 2020, 6:57 PM IST

Updated : Apr 29, 2020, 7:20 PM IST

ସମ୍ବଲପୁର: ଲକଡାଉନ ଯୋଗୁ ସମସ୍ୟା ଭିତରେ ସମ୍ବଲପୁରର ବାରିକ ସମାଜ । ଲକଡାଉନ ହେବା ଦିନଠାରୁ ବାରିକ ସମାଜର ଲୋକେ ନିଜର ଜୀବିକା ହରାଇ ବସିଥିବାରୁ ଏବେ ପରିବାର ଚଲେଇବା କଷ୍ଟକର ହେଉଥିବା କହିଛି ବାରିକ ସମାଜ ପ୍ରକାଶ କରିଛି ।

ଲକଡାଉନ ଯୋଗୁ ସେଲୁନ ବନ୍ଦ, ସହାୟତା ଦାବି କଲା ସମ୍ବଲପୁର ବାରିକ ସମାଜ
ଲକଡାଉନ ଯୋଗୁ ସେଲୁନ ବନ୍ଦ, ସହାୟତା ଦାବି କଲା ସମ୍ବଲପୁର ବାରିକ ସମାଜ

ସମ୍ବଲପୁର ସହରରେ 300 ସେଲୁନ ରହିଛି । ଲକଡାଉନ କାରଣରୁ ଏହି ସେଲୁନ ବନ୍ଦ ହୋଇଯିବାରୁ ନିର୍ଭର କରୁଥିବା ଲୋକମାନେ ଜୀବିକା ହରାଇଛନ୍ତି । ଏହା ସାଙ୍ଗକୁ ଘର ଭଡା ଓ ଦୋକାନ ଘର ଭଡା ଏମାନଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଦେଇଛି ।

ଲକଡାଉନ ଯୋଗୁ ସେଲୁନ ବନ୍ଦ, ସହାୟତା ଦାବି କଲା ସମ୍ବଲପୁର ବାରିକ ସମାଜ

ଲକ ଡାଉନରେ ସୃଷ୍ଟି ହୋଇଥିବା ସମସ୍ୟାକୁ ନଜରରେ ରଖି ବାରିକ ସମାଜ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Apr 29, 2020, 7:20 PM IST

ABOUT THE AUTHOR

...view details