ଓଡିଶା

odisha

ETV Bharat / state

ହୀରାକୁଦରେ ଖୋଲିଲା ଆଉ 4 ଗେଟ, ମୋଟ ୧୪ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ - ହୀରାକୁଦ ଗେଟ

ପୂର୍ବରୁ 10ଟି ଗେଟ ଯୋଗେ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ଆଉ 4ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ 14ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଅଧିକ ପଢନ୍ତୁ...

ହୀରାକୁଦରେ ଖୋଲିଲା ଆଉ 4 ଗେଟ, ମୋଟ ୧୪ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ
ହୀରାକୁଦରେ ଖୋଲିଲା ଆଉ 4 ଗେଟ, ମୋଟ ୧୪ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ

By

Published : Jul 28, 2021, 4:55 PM IST

ସମ୍ବଲପୁର: ଆଜି(ବୁଧବାର) ହୀରାକୁଦ ଡ୍ୟାମର ଆଉ 4ଟି ଗେଟ ଖୋଲିଛି। ପୂର୍ବରୁ 10ଟି ଗେଟ ଯୋଗେ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ଆଉ 4ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ 14ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ ଜାରି ରହିଛି।

ହୀରାକୁଦରେ ଖୋଲିଲା ଆଉ 4 ଗେଟ, ମୋଟ ୧୪ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ମୁତାବକ ଜଳଭଣ୍ଡାରର ଜଳସ୍ତର 608.08 ଫୁଟ ରହିଛି। ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 85,710 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ଜଳ ଭଣ୍ଡାରରୁ ତଳ ମୁଣ୍ଡକୁ ସେକେଣ୍ଡ ପ୍ରତି 170769 କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦର ଉପର ମୁଣ୍ଡର ବର୍ଷାକୁ ଦେଖି ଆଗକୁ ଗେଟ ପରିଚାଳନା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି।



ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details