ଓଡିଶା

odisha

ETV Bharat / state

ହୀରାକୁଦର ସମସ୍ତ ଗେଟ୍‌ ବନ୍ଦ - ହୀରାକୁଦର ସମସ୍ତ ଗେଟ୍‌ ବନ୍ଦ

ଆଜି ସକାଳେ 2ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ବର୍ତ୍ତମାନ ହୀରାକୁଦର ସମସ୍ତ ଗେଟ୍‌କୁ ବନ୍ଦ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 16, 2019, 10:18 AM IST

Updated : Sep 16, 2019, 1:47 PM IST

ସମ୍ବଲପୁର: ବର୍ତ୍ତମାନ ହୀରାକୁଦର ସମସ୍ତ ଗେଟ୍‌ ବନ୍ଦ କରି ଦିଆଯାଇଛି । ଗତକାଲି ଠାରୁ ହୀରାକୁଦର 6ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଆଜି ସକାଳେ ପର୍ଯ୍ୟାୟ କ୍ରମରେ 4ଟି ଗେଟକୁ ବନ୍ଦ କରିଦିଆଯାଇ ମାତ୍ର 2 ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 628.00 ଫୁଟ ରହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 16, 2019, 1:47 PM IST

ABOUT THE AUTHOR

...view details