ସମ୍ବଲପୁର: ଶନିବାର ସମ୍ବଲପୁର ଜିଲ୍ଲାରେ ପୁଣି 81 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଜଣ କୋଭିଡ ଯୋଦ୍ଧା ଆକ୍ରାନ୍ତ ଅଛନ୍ତି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ, ରେଙ୍ଗାଲୀ, କୁଚିଣ୍ଡା, ରେଢ଼ାଖୋଲ ଅଞ୍ଚଳର ଅଟନ୍ତି ।
ସମ୍ବଲପୁରରେ 81 କୋରୋନା ଆକ୍ରାନ୍ତ ଚିହ୍ନଟ - 81 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ
ଶନିବାର ସମ୍ବଲପୁର ଜିଲ୍ଲାରେ ପୁଣି 81 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଜଣ କୋଭିଡ ଯୋଦ୍ଧା ଆକ୍ରାନ୍ତ ଅଛନ୍ତି । ଅଧିକ ପଢନ୍ତୁ..
![ସମ୍ବଲପୁରରେ 81 କୋରୋନା ଆକ୍ରାନ୍ତ ଚିହ୍ନଟ 81 new corona cases identified in sambalpur](https://etvbharatimages.akamaized.net/etvbharat/prod-images/768-512-8952107-thumbnail-3x2-h.jpg)
ସମ୍ବଲପୁରରେ 81 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ
ସମସ୍ତ ଆକ୍ରାନ୍ତ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠେଇ ଦିଆଯାଇଛି । ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5516 ହୋଇଥିବାବେଳେ 4337 ଜଣ ସୁସ୍ଥ ହୋଇଛନ୍ତି ।
ସେପଟେ ବର୍ତ୍ତମାନ ଜିଲ୍ଲାରେ 1157ଟି ଆକ୍ଟିଭ କେସ ରହିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ