ସମ୍ବଲପୁର : ଶୁକ୍ରବାର ସମ୍ବଲପୁର ଜିଲ୍ଲାରୁ 80 ନୂଆ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 6 ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଆଜି ଚିହ୍ନଟ ହୋଇଥିବା ଅକ୍ରାନ୍ତ ସମସ୍ତେ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ହୋଇଥିବା ଅକ୍ରାନ୍ତ ମାନେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ, ମାନେଶ୍ୱର,ଚାରମାଳ ,ବାମରା, କୁଚିଣ୍ଡା, ରେଙ୍ଗାଲୀ, ଯୁଜୁମୁରା, ରେଢାଖୋଲ, କୁଚିଣ୍ଡା,ରେଢାଖୋଲ ଅଞ୍ଚଳର ଅଟନ୍ତି। ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠେଇ ଦିଆଯାଇଛି।
ସମ୍ବଲପୁରରୁ ଶୁକ୍ରବାର ପୁଣି 80 ନୂଆ କୋରୋନା ଆକ୍ରାନ୍ତ - sambalpur
ଶୁକ୍ରବାର ସମ୍ବଲପୁର ଜିଲ୍ଲା ରୁ 80 ନୁଆ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ 6 ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଅଧିକ ପଢନ୍ତୁ..
![ସମ୍ବଲପୁରରୁ ଶୁକ୍ରବାର ପୁଣି 80 ନୂଆ କୋରୋନା ଆକ୍ରାନ୍ତ ସମ୍ବଲପୁରରୁ ଶୁକ୍ରବାର ପୁଣି 80 ନୂଆ କୋରୋନା ଆକ୍ରାନ୍ତ](https://etvbharatimages.akamaized.net/etvbharat/prod-images/768-512-8680543-1039-8680543-1599237498022.jpg)
ସମ୍ବଲପୁରରୁ ଶୁକ୍ରବାର ପୁଣି 80 ନୂଆ କୋରୋନା ଆକ୍ରାନ୍ତ
ସେପଟେ ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା 3132 ହୋଇଥିବା ବେଳେ 2306 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ରେ 811 ଆକ୍ଟିଭ କେସ ରହିଛି।
ସମ୍ବଲପୁର ରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ