ଓଡିଶା

odisha

ETV Bharat / state

ହୀରାକୁଦ ଜଳସ୍ତର ବୃଦ୍ଧି, ଖୋଲିଲା ଆଉ 2ଟି ଗେଟ୍ - ହୀରାକୁଦ ଜଳସ୍ତର ବୃଦ୍ଧି

ସୋମବାର ହୀରାକୁଦ ଡ୍ୟାମର ଆଉ 2ଟି ଗେଟ୍ ଖୋଲିଯାଇଛି । ମୋଟ 20 ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 30, 2019, 8:15 AM IST

Updated : Sep 30, 2019, 11:13 AM IST

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ଏକ ଦୁଇଟି ଗେଟ୍ । ସୋମବାର ସକାଳେ 2ଟି ଗେଟ୍ ଖୋଲିବା ପରେ ଏବେ ଆଉ ଦୁଇଟି ଗେଟ୍ ଖୋଲି ମୋଟ 20ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ହୀରାକୁଦ ଡ୍ୟାମର ଜଳସ୍ତର 630 ଫୁଟ ରହିଛି । ବର୍ତ୍ତମାନ ଉପର ମୁଣ୍ଡରୁ ଜଳଭଣ୍ଡାର ଭିତରକୁ ସେକେଣ୍ଡ ପ୍ରତି ହାରାହାରି 3,12,628 କ୍ୟୁସେକ ଜଳ ପ୍ରବେଶ ଏବଂ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଆଉ ଦୁଇଟି ଗେଟ୍ ଖୋଲା ଯାଇଥିବା ସୂଚନା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Sep 30, 2019, 11:13 AM IST

ABOUT THE AUTHOR

...view details