ସମ୍ବଲପୁର: ସମ୍ବଲପୁର ପୋଲିସକୁ ବଡ଼ ସଫଳତା। ଏକ ବଡ଼ଧରଣର ବାଇକ ଚୋରୀ ରାକେଟକୁ ଠାବ କରିବାରେ ସଫଳ ହୋଇଛି ପୋଲିସ। 20ଟି ବାଇକ ଓ 1ଟି ବୋଲେରୋକୁ ଜବତ କରିବା ସହ ଏହି ମାମଲାରେ 12 ଗିରଫ ହୋଇଥିବା ବେଳେ 3 ନାବାଳକ ଅଟକ ଅଛନ୍ତି।
ପୋଲିସ ପଞ୍ଝାରେ କୁଖ୍ୟାତ ବାଇକ ଚୋର ଗ୍ୟାଙ୍ଗ; 12 ଗିରଫ, 3 ନାବାଳକ ଅଟକ - sambalpur bike theft racket
ସମ୍ବଲପୁର ପୋଲିସକୁ ବଡ଼ ସଫଳତା। ଏକ ବଡ଼ଧରଣର ବାଇକ ଚୋରୀ ରାକେଟକୁ ଠାବ କରିବାରେ ସଫଳ ହୋଇଛି ପୋଲିସ। 20ଟି ବାଇକ ଓ 1ଟି ବୋଲେରୋକୁ ଜବତ କରିବା ସହ ଏହି ମାମଲାରେ 12 ଗିରଫ ହୋଇଥିବା ବେଳେ 3 ନାବାଳକ ଅଟକ ଅଛନ୍ତି। ଅଧିକ ପଢନ୍ତୁ...
ବଡ଼ ଧାରଣର ବାଇକ ଚୋରୀ ରାକେଟ ଠାବ; 12 ଗିରଫ, 3 ନାବାଳକ ଅଟକ
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
Last Updated : Aug 13, 2021, 7:39 PM IST