ଓଡିଶା

odisha

ETV Bharat / state

ମିଶନ ଇନ୍ଦ୍ରଧନୁସ 2.0: ସରିଲା 4ର୍ଥ ପର୍ଯ୍ୟାୟ ଟୀକାକରଣ - vaccination is over in raygda

ରାୟଗଡାରେ ଶେଷ ପର୍ଯ୍ୟାୟରେ 70ଟି ଟୀକାକରଣ ଅଧିବେଶନରେ 191 ଜଣ 2 ବର୍ଷରୁ କମ ଶିଶୁ ଓ 26 ଜଣ ଗର୍ଭାବତୀଙ୍କୁ ଟୀକାକରଣ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଅଧିକ ପଢନ୍ତୁ...

Mission Dhanush
ରାୟଗଡାରେ ମିଶନ ଇନ୍ଦ୍ରଧନୁସ 2.0ର 4ର୍ଥ ପର୍ଯ୍ୟାୟ ଟୀକାକରଣ ଶେଷ

By

Published : Mar 2, 2020, 11:15 PM IST

ରାୟଗଡା: କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମିଶନ ଇନ୍ଦ୍ରଧନୁସ 2.0ର ଚତୁର୍ଥ ପର୍ଯ୍ୟାୟ ଟିକାଦାନ ରାୟଗଡା ଜିଲ୍ଲାରେ ଶେଷ ହୋଇଛି । ଶେଷ ପର୍ଯ୍ୟାୟରେ 70ଟି ଟୀକାକରଣ ଅଧିବେଶନରେ 191 ଜଣ 2 ବର୍ଷରୁ କମ ଶିଶୁ ଓ 26 ଜଣ ଗର୍ଭାବତୀଙ୍କୁ ଟୀକାକରଣ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ରାୟଗଡାରେ ମିଶନ ଇନ୍ଦ୍ରଧନୁସ 2.0ର 4ର୍ଥ ପର୍ଯ୍ୟାୟ ଟୀକାକରଣ ଶେଷ

ତେବେ ଜିଲ୍ଲାରେ ଏହି ଟୀକାକରଣ ଅଭିଯାନ ଶତପ୍ରତିଶତ କରାଇବାକୁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ବରେ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାୟଗଡା SP, CDMO ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details