ରାୟଗଡା: ସନ୍ଧ୍ୟାରେ ରାୟଗଡା ସହରର ସାଇପ୍ରିୟା ନଗରରେ ଥିବା ଏକ ଗ୍ୟାରେଜରେ ମରାମତି ପାଇଁ ଥିବା ସ୍କର୍ପିଓ ଏବଂ ଓମିନି 800 ଗାଡି ହଠାତ ଅଗ୍ନିକାଣ୍ଡ ଘଟି ଜଳିଗଲା । ଖବର ପାଇ ରାୟଗଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳକୁ ଖବର ଦେଇଥିଲେ ।
ଗ୍ୟାରେଜରେ ହୁତୁହୁତୁ ହେଇ ହଠାତ ଜଳିଗଲା ସ୍କର୍ପିଓ ଓ ଓମିନି 800 ଗାଡି - Amini 800 vehicles caught fire
ସନ୍ଧ୍ୟାରେ ରାୟଗଡା ସହରର ସାଇପ୍ରିୟା ନଗରରେ ଥିବା ଏକ ଗ୍ୟାରେଜରେ ମରାମତି ପାଇଁ ଥିବା ସ୍କର୍ପିଓ ଏବଂ ଓମିନି 800 ଗାଡି ହଠାତ ଅଗ୍ନିକାଣ୍ଡ ଘଟି ଜଳିଗଲା । ଅଧିକ ପଢନ୍ତୁ...
ହଠାତ ଅଗ୍ନିକାଣ୍ଡ ଘଟି ଜଳିଗଲା ସ୍କର୍ପିଓ ଏବଂ ଅମିନି 800 ଗାଡି
ହଠାତ ଅଗ୍ନିକାଣ୍ଡ ଘଟି ଜଳିଗଲା ସ୍କର୍ପିଓ ଏବଂ ଅମିନି 800 ଗାଡି
ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୁଇଟି ଗାଡି ସମ୍ପୂର୍ଣ୍ଣ ପୋଡି ଯାଇଥିଲା । ପୂର୍ବରୁ ଓମିନି ଗାଡିଟି ମରାମତି ପାଇଁ ଆସିଥିବା ବେଳେ ଆଜି ସନ୍ଧ୍ୟାରେ ସ୍କର୍ପିଓ ଗାଡିଟି ମରାମତି ପାଇଁ ଆସିଥିଲା । ତେବେ ପୋଲିସର ପ୍ରାଥମିକ ତଦନ୍ତରେ ସର୍ଟସର୍କିଟ ଯୋଗୁଁ ଏଭଳି ଦୁର୍ଘଟଣା ହୋଇପାରେ ବୋଲି ଆକଳନ କରାଯାଉଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ