ରାୟଗଡା: କୋଲନରା ବ୍ଳକରେ ୫ଟି ବିଦ୍ୟାଳୟର ରୂପାନ୍ତରୀଣ ଭିତ୍ତିଭୂମି ଅନୁଧ୍ୟାନ କଲେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଏଥିସହ କୋଲନରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜଗଦମ୍ବା ସରକାରୀ ଉଚ୍ଚବିଦ୍ୟାଳୟ, ଇମ୍ଫା ଥେରୁବାଲି ସରକାରୀ ଉଚ୍ଚବିଦ୍ୟାଳୟ ଓ ପୂଜାରୀଗୁଡା ଉଚ୍ଚବିଦ୍ୟାଳୟ ପରିଦର୍ଶନରେ ଯାଇ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ।
୫ଟି ବିଦ୍ୟାଳୟର ରୂପାନ୍ତରୀଣ ଭିତ୍ତିଭୂମି ଅନୁଧ୍ୟାନ କଲେ ଜିଲ୍ଲାପାଳ - ୫ଟି ବିଦ୍ୟାଳୟର ଭିତ୍ତିଭୂମି ଅନୁଧ୍ୟାନ କଲେ ଜିଲ୍ଲାପାଳ
ରାୟଗଡା କୋଲନରା ବ୍ଳକରେ ୫ଟି ବିଦ୍ୟାଳୟର ରୂପାନ୍ତରୀଣ ଭିତ୍ତିଭୂମି ଅନୁଧ୍ୟାନ କଲେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଅଧିକ ପଢନ୍ତୁ
୫ଟି ବିଦ୍ୟାଳୟର ରୂପାନ୍ତରିଣ ଭିତ୍ତିଭୂମି ଅନୁଧ୍ୟାନ କାଲେ ଜିଲ୍ଲାପାଳ
୫ଟି ବିଦ୍ୟାଳୟର ରୂପାନ୍ତରିଣ ଭିତ୍ତିଭୂମି ଅନୁଧ୍ୟାନ କାଲେ ଜିଲ୍ଲାପାଳ
ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତମାନର କରିବା ପାଇଁ ବିଶେଷକରି ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନାଗାର, ପାଠାଗାର, ଖେଳପଡ଼ିଆ ଆଦିର ଉନ୍ନତିକରଣ ଉପରେ ଅନୁଧ୍ୟାନ କରିଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସମସ୍ତ ରୂପାନ୍ତରିଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଦ୍ୟାଳୟର ସ୍ଥିତି ନେଇ ପ୍ରଧାନଶିକ୍ଷକ, ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଜିଲ୍ଲାପାଳ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ
TAGGED:
5t school rayagada