ରାୟଗଡା: ସାରା ଦେଶରେ ନୂତନ ଭାବେ ପ୍ରଚଳନ ଏମ.ଭି.ଆକ୍ଟ ପରେ ଆକ୍ସନ ମୁଡରେ ରାୟଗଡ ପରିବହନ ବିଭାଗ। ଆଗରୁ ଟ୍ରାଫିକ୍ ନିୟମକୁ ନେଇ ଜିଲ୍ଳାରେ ପୋଲିସ ବିଭାଗ ପକ୍ଷରୁ ଧରପଗଡ ଜାରି ରହିଥିବା ବେଳେ ଆଜି(ଗୁରୁବାର)ଠାରୁ ପରିବହନ ବିଭାଗ ହାତରେ ହାତ ମିଳାଇଛି।
ଆକ୍ସନ ମୁଡରେ ରାୟଗଡା ପରିବହନ ବିଭାଗ - ରାୟଗଡ ପରିବହନ ବିଭାଗ
ପରିବହନ ବିଭାଗର ଆରଟିଓ, ଏମଭିଆଇ ଓ ପୋଲିସ ମିଳିତ ଉଦ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଉଲଙ୍ଘନକାରୀଙ୍କ ଉପରେ ଜୋରିମାନା ମଧ୍ୟ ଆଦାୟ କରିଛନ୍ତି ।
ଆକ୍ସନ ମୁଡରେ ରାୟଗଡ ପରିବହନ ବିଭାଗ
ପରିବହନ ବିଭାଗର ଆରଟିଓ,ଏମଭିଆଇ ଓ ପୋଲିସର ମିଳିତ ସହଯୋଗରେ ଲୋକଙ୍କୁ ସଚେତନ କରିବା ସହ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି। ଯାହା ଦ୍ବାରା ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ଜୀବନରକ୍ଷା ହୋଇପାରିବ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ