ରାୟଗଡା: ଜିଲ୍ଲା ମୁଖ୍ୟାଚିକିତ୍ସାଳୟ ପାଇବ କାୟାକଳ୍ପ ପୁରସ୍କାର । ଚଳିତ ବର୍ଷ କାୟାକଳ୍ପ ପୁରସ୍କାର ପାଇଁ 30ଟି ଜିଲ୍ଲା ମଧ୍ୟରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି ।
ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ 'କାୟାକଳ୍ପ ପୁରସ୍କାର' - ରାୟଗଡା
ରାୟଗଡା ମୁଖ୍ୟ ଚିକିତ୍ସାଳୟ ପାଇବ କାୟାକଳ୍ପ ପୁରସ୍କାର । ଚଳିତ ବର୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ 92 ପ୍ରତିଶତ ମାର୍କ ରଖି କାୟାକଳ୍ପ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି ।
![ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ 'କାୟାକଳ୍ପ ପୁରସ୍କାର'](https://etvbharatimages.akamaized.net/etvbharat/images/768-512-2336194-522-463c6fcc-1a35-4f44-aa89-302cae346b2f.png)
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ଏହି 3ଟି ଟିମର ରିପୋର୍ଟ ଆଧାରରେ ଚଳିତ ବର୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ 92 ପ୍ରତିଶତ ମାର୍କ ରଖି କାୟାକଳ୍ପ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି । ତେଣୁ ମେଡିକାଲକୁ କାୟାକଳ୍ପ ପୁରସ୍କାର ସହ 50 ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ରାୟଗଡ଼ା ସିଡ଼ିଏମଓ ଡ଼.ଶିବ ପ୍ରସାଦ ପାଢ଼ୀ କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ