ରାୟଗଡା: କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ରାଜ୍ୟରେ ଫସିଛନ୍ତି ଶତାଧିକ ଓଡିଆ ଦାଦନ ଶ୍ରମିକ । ଉଦ୍ଧାର ପାଇଁ ଇଟିଭି ଭାରତ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କରିଛନ୍ତି ଅନୁରୋଧ । ଆଜି ଭିଡିଓ ମାଧ୍ୟମରେ ନିବେଦନ କରିବା ସହ ଟେଲିଫୋନରେ ମଧ୍ୟ ଅନୁରୋଧ କରିଛନ୍ତି ।
ରାଜ୍ୟ ବାହାରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ - appealing to chief minister for rescue
କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ରାଜ୍ୟରେ ଫସିଛନ୍ତି ଶତାଧିକ ଓଡିଆ ଦାଦନ ଶ୍ରମିକ । ଉଦ୍ଧାର ପାଇଁ ଇଟିଭି ଭାରତ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କରିଛନ୍ତି ଅନୁରୋଧ ।
![ରାଜ୍ୟ ବାହାରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ Odia workers trapped outside state, appealing to chief minister for rescue](https://etvbharatimages.akamaized.net/etvbharat/prod-images/768-512-6588728-thumbnail-3x2-rgd.jpg)
ରାଜ୍ୟ ବାହାରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
ରାଜ୍ୟ ବାହାରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
ଏମାନେ ହେଲେ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ପଞ୍ଚାୟତର କାଳିଆପଡା, ମୋଇଲିଗୁଡା ଏବଂ ଦିସାରିଗୁଡା ସହ ନବରଙ୍ଗପୁର ଅଞ୍ଚଳର ଦାଦନ ଶ୍ରମିକ। ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇ ଫସିଯାଇଛନ୍ତି ଏମାନେ । ଫଳରେ ଉଦ୍ଧାର କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ