ଓଡିଶା

odisha

ETV Bharat / state

କୋରୋନା ମୁକାବିଲା ପାଇଁ ଜିସିଡି ପଡିଆକୁ ସ୍ଥାନାନ୍ତର ହେଲା ଆମିଷ ବଜାର - ଜିସିଡି ପଡିଆକୁ ସ୍ଥାନାନ୍ତର ଆମିଷ ବଜାର

କୋରୋନା ପ୍ରତିହତ ପାଇଁ ସବୁଆଡେ ସାମାଜିକ ଦୂରତା ବଜାୟ ରଖିବା ନେଇ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ରାୟଗଡା ଜିଲ୍ଲାରେ ମଧ୍ୟ କୋରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

Non-veg market relocated in raygada district
କୋରୋନା ମୁକାବିଲା ପାଇଁ ଜିସିଡି ପଡିଆକୁ ସ୍ଥାନାନ୍ତର ଆମିଷ ବଜାର

By

Published : Apr 11, 2020, 11:40 PM IST

ରାୟଗଡା: କୋରୋନା ପ୍ରତିହତ ପାଇଁ ସବୁଆଡେ ସାମାଜିକ ଦୂରତା ବଜାୟ ରଖିବା ନେଇ ଚାଲିଛି ପ୍ରସ୍ତୁତି । ଏଥିପାଇଁ ପୋଲିସ ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଛନ୍ତି ।

କୋରୋନା ମୁକାବିଲା ପାଇଁ ଜିସିଡି ପଡିଆକୁ ସ୍ଥାନାନ୍ତର ଆମିଷ ବଜାର
କୋରୋନା ମୁକାବିଲା ପାଇଁ ଜିସିଡି ପଡିଆକୁ ସ୍ଥାନାନ୍ତର ଆମିଷ ବଜାର
କୋରୋନା ମୁକାବିଲା ପାଇଁ ଜିସିଡି ପଡିଆକୁ ସ୍ଥାନାନ୍ତର ଆମିଷ ବଜାର

ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ପରିବାର ଦୋକାନଠୁ ଆରମ୍ଭ କରି ଆମିଷ ଦୋକାନ ପର୍ଯ୍ୟନ୍ତ ସବୁଠାରେ ପୋଲିସ ନିୟୋଜିତ ହୋଇଛନ୍ତି । ଏହି କ୍ରମରେ ରାୟଗଡା ଜିଲ୍ଲାରେ ମଧ୍ୟ କୋରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

କୋରୋନା ମୁକାବିଲା ପାଇଁ ଜିସିଡି ପଡିଆକୁ ସ୍ଥାନାନ୍ତର ଆମିଷ ବଜାର
କୋରୋନା ମୁକାବିଲା ପାଇଁ ଜିସିଡି ପଡିଆକୁ ସ୍ଥାନାନ୍ତର ଆମିଷ ବଜାର
କୋରୋନା ମୁକାବିଲା ପାଇଁ ଜିସିଡି ପଡିଆକୁ ସ୍ଥାନାନ୍ତର ଆମିଷ ବଜାର

ସାମାଜିକ ଦୂରତ୍ୱକୁ ଏକମାତ୍ର ଲକ୍ଷ୍ୟ ରଖି ପ୍ରଥମ ଦଫାରେ ପରିବା ବଜାରକୁ ଆଇସୋଲେଟେଡ଼ କରାଯାଇଛି । ଏହାପରେ ଆମିଷ ବଜାରକୁ ଜିସିଡି ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରିଛି ପ୍ରଶାସନ । ସହରର ଗଳିକନ୍ଦିରେ ମାଛ, ମାଂସ ଓ ଚିକେନ୍ ଦୋକାନ ଗୁଡିକରେ ଅଧିକ ଜନଗହଳି ହେଉଥିବାରୁ ସାମାଜିକ ଦୂରତ୍ଵ ବଜାୟ ରଖିବାକୁ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରିଛି ପ୍ରଶାସନ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details