ରାୟଗଡା: ଗ୍ୟାରେଜରେ କାମ କରିବା ସମୟରେ ଅଳ୍ପକେ ବର୍ତ୍ତିଲେ ୱେଲଡ଼ର ବୟ । ବୁଧବାର ସନ୍ଧ୍ୟାରେ ଅଟୋ ନଗରର ଏକ ଗ୍ୟାରେଜରେ ଓଆର ୦୫ ଏଚ ୪୦୦୯ ନମ୍ବର ବୋଲେରୋକୁ ମରାମତି ପାଇଁ ଭର୍ତ୍ତି କରାଯାଇଥିଲା ।
ଓ୍ବେଲ୍ଡିଂ ସମୟରେ ବୋଲେରୋରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୱେଲଡର ବୟ - holding
ବୁଧବାର ସନ୍ଧ୍ୟାରେ ଅଟୋ ନଗରର ଏକ ଗ୍ୟାରେଜରେ ଓଆର ୦୫ ଏଚ ୪୦୦୯ ନମ୍ବର ବୋଲେରୋକୁ ମରାମତି ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଗାଡିର କିଛି ଅଂଶକୁ ୱେଲଡ଼ର ୱେଲଡ଼ିଂ କରିବା ସମୟରେ ହଠାତ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା ।
ଓ୍ବେଲ୍ଡିଂ ସମୟରେ ବୋଲେରୋରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୱେଲଡର ବୟ
ଓ୍ବେଲ୍ଡିଂ ସମୟରେ ବୋଲେରୋରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୱେଲଡର ବୟ
ତେବେ ଗାଡିର କିଛି ଅଂଶକୁ ୱେଲଡ଼ର ୱେଲଡ଼ିଂ କରିବା ସମୟରେ ହଠାତ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା । ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ତେବେ ଅଳ୍ପକେ ଉଦ୍ଧାର ପାଇଲେ ଗାଡ଼ି ତଳେ ଶୋଇ କାମ କରୁଥିବା ୱେଲଡ଼ର ବୟ । ଖବର ପାଇ ଅଗ୍ନିଶ୍ରମ ବାହିନି ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ