ରାୟଗଡା: ପ୍ରବାସୀ ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ୯ ଜଣ ଆହତ ହୋଇଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ମିନିବସ ଦୁର୍ଘଟଣାଗ୍ରସ୍ତ ହୋଇ ଡ଼୍ରାଇଭର ସମେତ ୮ ଜଣ ଶ୍ରମିକ ଆହତ ହୋଇଛନ୍ତି । ତାମିଲନାଡ଼ୁ ସ୍ଥିତ କାରୱାରୁ ରାୟଗଡ଼ା ଦେଇ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ଯାଉଥିବା ଏହି ମିନିବସଟି ଗୁମ୍ମାଘାଟି ନିକଟରେ ଦୁର୍ଘଟଣାର ଶିକାର ହୋଇଛି ।
ପ୍ରବାସୀ ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ , ୯ ଆହତ - accident news
ପ୍ରବାସୀ ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଘଟଣାରେ ଡ୍ରାଇଭର ସମେତ 9 ଆହତ । ଅଧିକ ପଢନ୍ତୁ...
![ପ୍ରବାସୀ ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ , ୯ ଆହତ migrant bus accident in rayaada](https://etvbharatimages.akamaized.net/etvbharat/prod-images/768-512-7332637-799-7332637-1590331306748.jpg)
ପ୍ରବାସି ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ଥ
ପ୍ରବାସି ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ଥ
ବସଟି ଘାଟିର ବୁଲାଣିରେ ଭାରସାମ୍ୟ ହରାଇ ହଠାତ ରାସ୍ତାକଡ଼ରେ ଥିବା ଗାଡ଼ୱାଲରେ ପିଟି ହୋଇ ଯାଇଛି । ଫଳରେ ଡ଼୍ରାଇଭର ସମେତ ୮ ଜଣ ଶ୍ରମିକ ଆହତ ହୋଇଥିବା । ଖବର ପାଇ ଘଟଣା ସ୍ଥଳରେ ରାୟଗଡ଼ା ପୁଲିସ ପହଞ୍ଚି ଆହତ ଶ୍ରମିକ ମାନଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ