ରାୟଗଡା: ଅପେକ୍ଷାରେ ଅନ୍ତ ଘଟାଇ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ମାଟ୍ରିକ ଖାତାଦେଖା । ବୋର୍ଡ ନିର୍ଦ୍ଦେଶ ମୁତାବକ ଆଜି ରାୟଗଡା ଜିଲ୍ଲାର GCD ହାଇସ୍କୁଲ ପରିବର୍ତ୍ତେ ସହରରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହୋଇଛି ଖାତାଦେଖା ।
ରାୟଗଡା ଚାଲିଛି ମାଟ୍ରିକ ଖାତ୍ୟା ମୂଲ୍ୟାଙ୍କନ - Matric paper evaluation
ଅପେକ୍ଷାର ଅନ୍ତ ଘଟାଇ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ଖାତା ଦେଖା । ରାୟଗଡା ଜିଲ୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖା ଚାଲିଛି ଖାତା । ଅଧିକ ପଢନ୍ତୁ...

ରାୟଗଡା ଆରମ୍ଭ ହେଲା ମାଟ୍ରିକ ଖାତ୍ୟା ମୂଲ୍ୟାଙ୍କନ
ରାୟଗଡା ଆରମ୍ଭ ହେଲା ମାଟ୍ରିକ ଖାତ୍ୟା ମୂଲ୍ୟାଙ୍କନ
ପ୍ରଥମ ପର୍ଯ୍ୟାୟରେ 3ଟି ବିଷୟରେ ଖାତାଦେଖା ପାଇଁ 121ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ସକାଳ 10ଟାରୁ ଖାତା ଦେଖା ଆରମ୍ଭ ହୋଇଛି। ତେବେ ହଲକୁ ଯିବା ପୂର୍ବରୁ ଖାତା ଦେଖିବାକୁ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି । ଏହି ସମୟରେ ସାମାଜିକ ଦୂରତାକୁ ପାଳନ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ବାରିହା ପ୍ରକାଶ କରିଛନ୍ତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ