ରାୟଗଡା: କାଶୀପୁର ବ୍ଲକ ଅନ୍ତର୍ଗତ ଫୁଲୋଜୋବା ଗ୍ରାମ ଆମ୍ବ ତୋଟାଠାରେ କଂସାରୀଗୁଡ଼ା ଆଦିତ୍ୟ ବିରଲା ଆଲୁମିନିୟମ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀଙ୍କ ଦ୍ଵାରା ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବା ନିମନ୍ତେ ସମସ୍ତେ ବୁଦ୍ଧିଜୀବୀମାନେ ନିଜ ନିଜ ମତ ପ୍ରକାଶ କରିଥିଲେ ।
୨ ମାସ ମଧ୍ୟରେ ଆଲୁମିନିୟମ ପ୍ରକଳ୍ପ ନ ହେଲେ ବନ୍ଦ ହେବ କଡିଙ୍ଗାମାଳି ଖଣି ରାସ୍ତା - କଂସାରିଗୁଡା ଆଲୁମିନା କମ୍ପାନୀ ପ୍ରକଳ୍ପ
କାଶୀପୁର ବ୍ଲକ ଅନ୍ତର୍ଗତ ଫୁଲୋଜୋବା ଗ୍ରାମ ଆମ୍ବ ତୋଟାଠାରେ କଂସାରୀଗୁଡ଼ା ଆଦିତ୍ୟ ବିରଲା ଆଲୁମିନିୟମ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀଙ୍କ ଦ୍ଵାରା ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ
Kansariguda Alumni Company Project has held a general meeting of displaced people
୨ ମାସ ମଧ୍ୟରେ ଆଲୁମିନିୟମ ପ୍ରକଳ୍ପ ନ ହେଲେ ବନ୍ଦ ହେବ କଡିଙ୍ଗାମାଳି ଖଣି ରାସ୍ତା
ଆଗାମୀ 18 ତାରିଖରେ ହେବାକୁ ଥିବା RPDAC ବୈଠକରେ ନିଜ ନିଜ ଅଞ୍ଚଳର ସମସ୍ୟା ଉପରେ ସମସ୍ତେ ବୁଦ୍ଧିଜୀବୀ ମତ ସଠିକ୍ ଭାବରେ ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ। ଆଗାମୀ ଦୁଇ ମାସ ମଧ୍ୟରେ ଆଲୁମିନିୟମ ପ୍ରକଳ୍ପ ନ ହୁଏ ତା ହେଲେ କଡିଙ୍ଗାମାଳି ଖଣି ରାସ୍ତା ବନ୍ଦ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।