ରାୟଗଡା: ବିରଳ ପ୍ରଜାତିର ଏକ ବଜ୍ରକାପ୍ତାକୁ ମୁନିଗୁଡା ବନବିଭାଗ ଜଣଙ୍କ ଘରୁ ଉଦ୍ଧାର କରିଛି। ଏଥିସହ ଘରେ ରଖିଥିବା କାସୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ବନ ବିଭାଗ ।
ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ - ଘରୁ ମାଈ ବଜ୍ରକାପ୍ତା ଉଦ୍ଧାର
ବିରଳ ପ୍ରଜାତିର ଏକ ବଜ୍ରକାପ୍ତାକୁ ମୁନିଗୁଡା ବନବିଭାଗ ଏକ ଘରୁ ଉଦ୍ଧାର କରାଯାଇଛି। ଉଦ୍ଧାର ମାଈ ବଜ୍ରକାପ୍ତାଟିର ବୟସ 10ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ତାହାର ଲମ୍ବା 95ସେ.ମି ରହିଛି । ତେବେ ବଜ୍ରକାପ୍ତାର ଚିକିତ୍ସା ପରେ ଏହାକୁ ନନ୍ଦନକାନରେ ଛାଡିବାର ବ୍ୟବସ୍ତା କରାଯାଉଥିବା ପ୍ରକାଶ କରିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ଉଦ୍ଧାର ମାଈ ବଜ୍ରକାପ୍ତାଟିର ବୟସ 10ବର୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ତାହାର ଲମ୍ବା 95ସେ.ମି ରହିଛି । ତେବେ ବଜ୍ରକାପ୍ତାର ଚିକିତ୍ସା ପରେ ଏହାକୁ ନନ୍ଦନକାନରେ ଛାଡିବାର ବ୍ୟବସ୍ତା କରାଯାଉଥିବା ପ୍ରକାଶ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ