ରାୟଗଡ଼ା: ବିଶାଖାପାଟଣା ରେଳବାଇ ଡିଭିଜନର ଡିଏମ ଅନୁପ ଶତପଥୀ ଗୁରୁବାର ଅଚାନକ ରାୟଗଡା ଗସ୍ତ କରିଛନ୍ତି । ଇଷ୍ଟ କୋଷ୍ଟ ବିଶାଖାପାଟଣା ରେଳବାଇ ଡିଭିଜନର ଡିଏମ ଅନୁପ ଶତପଥୀ ଅଚାନକ ରାୟଗଡା ଗସ୍ତ କରି ରେଳଯାତ୍ରୀଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ରାୟଗଡାରେ ରେଳବାଇ ଡିଭିଜନ DM ଅନୁପ ଶତପଥୀ, ବୁଝିଲେ ଯାତ୍ରୀଙ୍କ ସମସ୍ୟା - ରେଳବାଇ ଡିଭିଜନର ଡିଏମ ଅନୁପ ଶତପଥୀ
ରେଳବାଇ ଡିଭିଜନର ଡିଏମ ଅନୁପ ଶତପଥୀଙ୍କ ରାୟଗଡ଼ା ଗସ୍ତ । ଗସ୍ତ ସମୟରେ ରେଳ ଯାତ୍ରୀଙ୍କର ବୁଝିଥିଲେ ସମସ୍ୟା । ଅଧିକ ପଢ଼ନ୍ତୁ
ରେଳବାଇ ଡିଭିଜନର ଡିଏମ ଅନୁପ ଶତପଥୀଙ୍କ ରାୟଗଡ଼ା ଗସ୍ତ
ରେଳବାଇ ଡିଭିଜନର ଡିଏମ ଅନୁପ ଶତପଥୀଙ୍କ ରାୟଗଡ଼ା ଗସ୍ତ
ରାୟଗଡା ସହରର ବିଭିନ୍ନ ସ୍ଥାନରେ ଜମି ଜବର ଦଖଲରେ ଥିବାରୁ ଏହାର ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାୟଗଡା ରେଳବାଇ ଡିଭିଜନ ପାଇଁ ଜମିର ଅଭାବ ଥିବା ବେଳେ ଜବର ଦଖଲ ଉଚ୍ଛେଦ ସହ ଗୁଣୁପୁର ଓ ଥେରୁବାଲି ରେଳ ପ୍ରକଳ୍ପ ନିମନ୍ତେ ସର୍ଭେ କାମ ସରିବା ସହ ଜମି ଅଧିଗ୍ରହଣ ନିମନ୍ତେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ଏହାସହ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମ ସହ ଆଲୋଚନା ସାମୀକ୍ଷାରେ କହିଛନ୍ତି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ