ରାୟଗଡା:ଜୀବନ, ଜୀବିକା ଓ ସମ୍ବିଧାନର ସୁରକ୍ଷା ନେଇ 5 ଦିନିଆ ପଦଯାତ୍ରାରେ ନିୟମଗିରିର ଡଙ୍ଗରିଆ । ନିୟମଗିରି ସୁରକ୍ଷା ସମିତି ପକ୍ଷରୁ 5 ଦିନିଆ ପ୍ରତିବାଦ ପଦଯାତ୍ରା ଆରମ୍ଭ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀ

ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ସ୍ଵପ୍ନକୁ ଅପ ବ୍ୟବହାର ହେବା ପ୍ରତିବାଦରେ ଏହି ପଦଯାତ୍ରା ଆରମ୍ଭ ହୋଇଛି ଓ ଆସନ୍ତା 19 ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯିବ ବୋଲି କହିଛନ୍ତି ସମିତିର ଆବାହକ ଲିଙ୍ଗରାଜ ଆଜାଦ । ନିୟମଗିରିର ଡଙ୍ଗରିଆଙ୍କ ଦ୍ଵାରା ଏହି ପଦଯାତ୍ରାଟି ଶନିବାର ରାୟଗଡା ଜିଲ୍ଲା ମୁନିଗୁଡାର ମୁନିଖୋଲ ଠାରୁ ଆରମ୍ଭ ହୋଇ 100କିମି ଯାତ୍ରା କରି ଆସନ୍ତା 19 ତାରିଖରେ କଳାହାଣ୍ଡି ଭବାନୀପାଟଣାରେ ହେବ ଶେଷ ହେବା ନେଇ ସୂଚନା ରହିଛି ।
ଇଟିଭି ଭାରତ, ରାୟଗଡା