ଓଡିଶା

odisha

ETV Bharat / state

ରାୟଗଡାରେ ବିଳମ୍ବରେ ଆରମ୍ଭ ହେଲା ଭୋଟ ଗଣତି

ରାୟଗଡାରେ ବିଳମ୍ବରେ ଆରମ୍ଭ ହୋଇଛି ଭୋଟ ଗଣତି । 140 ବିଧାନସଭା ନିର୍ବାଚନ ମଣ୍ଡଳୀରେ ବସିବା ବ୍ୟବସ୍ଥା ନେଇ ରାଜନୈତିକ କାଉଣ୍ଟିଂ ଏଜେଣ୍ଟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେବାରୁ ବିଳମ୍ବରେ ଭୋଟ ଗଣତି ଆରମ୍ଭ ହୋଇଛି ।

By

Published : May 23, 2019, 9:44 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: 140 ବିଧାନସଭା ନିର୍ବାଚନ ମଣ୍ଡଳୀରେ ବସିବା ବ୍ୟବସ୍ତା ନେଇ ରାଜନୈତିକ କାଉଣ୍ଟିଂ ଏଜେଣ୍ଟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ସାମୁହିକ ଭାବରେ ଏଜେଣ୍ଟ ମାନେ କାଉଣ୍ଟିଂ କେନ୍ଦ୍ରରୁ ବହାରି ଯାଇଥିଲେ । ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ରିଟର୍ଣ୍ଣି ଅଫିସର ବୁଝାବୁଝି କରିବା ପରେ ବିଳମ୍ବରେ ଗଣତି ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା


ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details