ଓଡିଶା

odisha

ରାୟଗଡାରେ 'ମୋ ପରିବାର' ପକ୍ଷରୁ 7 ଦିନିଆ ରକ୍ତଦାନ ଶିବିର

By

Published : Aug 13, 2020, 2:01 PM IST

ଚଳତିଥର ରାଜ୍ୟରେ ପ୍ରାୟ 12ହଜାରରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଉପସ୍ଥିତ ଥିଲେ

ରାୟଗଡାରେ 'ମୋ ପରିବାର' ପକ୍ଷରୁ 7ଦନିଆ ରକ୍ତଦାନ ଶିବିର
ରାୟଗଡାରେ 'ମୋ ପରିବାର' ପକ୍ଷରୁ 7ଦନିଆ ରକ୍ତଦାନ ଶିବିର

ରାୟଗଡା: ସହରର ଜ୍ୟୋତିମହଲ ଛକ ନିକଟରେ ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ମୋ ପରିବାର କାର୍ଯ୍ୟକ୍ରମର ରାଜ୍ୟ ଆବାହକ ଅରୁପ ପଟ୍ଟନାୟକ ଏହି ଅବସରରେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ଗତ କ୍ରାନ୍ତି ଦିବସରୁ ସାତ ଦିନ ବ୍ୟାପୀ ରାୟଗଡାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା 15 ତାରିଖ ପୂର୍ବରୁ ଶତାଧିକ ସ୍ବେଚ୍ଛାସେବୀ ରକ୍ତ ଦାନ କରିବେ ବୋଲି କୁହାଯାଇଛି ।

ରାୟଗଡାରେ 'ମୋ ପରିବାର' ପକ୍ଷରୁ 7ଦନିଆ ରକ୍ତଦାନ ଶିବିର

ତେବେ ଚଳିତଥର ରାଜ୍ୟରେ ପ୍ରାୟ 12ହଜାରରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details