ରାୟଗଡା: ରାୟଗଡ ଉପକଣ୍ଠରେ ରହିଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ ଏକ 8 ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ସାପଟି ବିଦ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ କରିବା ବେଳେ କର୍ମଚାରୀ ମାନେ ଦେଖିଥିଲେ।
ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ 8 ଫୁଟର ଅଜଗର ଉଦ୍ଧାର - eklaya adarsha school
ରାୟଗଡ ଉପକଣ୍ଠରେ ରହିଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ ଏକ 8 ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି। ଅଧିକ ଖବର ପଢନ୍ତୁ...

ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ 8 ଫୁଟର ଅଜଗର ସାପ ଉଦ୍ଧାର
ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ 8 ଫୁଟର ଅଜଗର ସାପ ଉଦ୍ଧାର
ପରେ ସ୍ଥାନୀୟ ସ୍ନେକ ଲାଇନକୁ ଖବର ଦେଇଥିଲେ। ସାପ ଧରାଳି ପ୍ରଦୀପ ସେନାପତି ପହଞ୍ଚି ଅଜଗର ସାପକୁ ଉଦ୍ଧାର କରିଥିଲେ । ପରେ ଜଙ୍ଗଲ ବିଭାଗ ସହାୟତାରେ ଗୁମ୍ମା ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ଜଣାପଡିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ