ରାୟଗଡା: ପୁଣି ଶ୍ରମିକ ଟ୍ରେନରୁ ଅଧା ବାଟରେ ଓହ୍ଲାଇଲେ ଅମାନିଆ ପ୍ରବାସୀ ଓଡ଼ିଆ । ଗୁରୁବାର ଗୁଜୁରାଟ ବରୋଦାରୁ ବାଲେଶ୍ବରକୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ମୁନିଗୁଡା ନିକଟ ଧାଣ୍ଡରା ଗେଟ ନିକଟରେ ଟ୍ରେନ ଅଟକିବାରୁ 6ଜଣ ଶିଶୁ ସମେତ 27 ଜଣ ଓହ୍ଲାଇ ପଡିଛନ୍ତି ।
ଅଧାବାଟରେ ଟ୍ରେନରୁ ଓହ୍ଲାଇଲେ 27 ଅମାନିଆ ପ୍ରବାସୀ ଓଡ଼ିଆ - ରାୟଗଡା ଖବର
ଗୁରୁବାର ଗୁଜୁରାଟ ବରୋଦାରୁ ବାଲେଶ୍ବରକୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ମୁନିଗୁଡା ନିକଟ ଧାଣ୍ଡରା ଗେଟ ନିକଟରେ ଟ୍ରେନ ଅଟକିବାରୁ 6ଜଣ ଶିଶୁ ସମେତ 27 ଜଣ ଓହ୍ଲାଇ ପଡିଛନ୍ତି ।
![ଅଧାବାଟରେ ଟ୍ରେନରୁ ଓହ୍ଲାଇଲେ 27 ଅମାନିଆ ପ୍ରବାସୀ ଓଡ଼ିଆ http://10.10.50.80:6060///finalout3/odisha-nle/finalout/29-May-2020/7385900_rgh.mp4](https://etvbharatimages.akamaized.net/etvbharat/prod-images/768-512-7385900-thumbnail-3x2-vasbc.jpg)
ଅଧାବାଟରେ ଟ୍ରେନରୁ ଓହ୍ଲାଇଲେ 27 ଅମାନିଆ ପ୍ରବାସୀ ଓଡ଼ିଆ
ଅଧାବାଟରେ ଟ୍ରେନରୁ ଓହ୍ଲାଇଲେ 27 ଅମାନିଆ ପ୍ରବାସୀ ଓଡ଼ିଆ
ଖବର ପାଇ RPF ପହଞ୍ଚି ସେମାନଙ୍କୁ ପ୍ରଶାସନକୁ ହସ୍ତାନ୍ତର କରିବାପରେ ସମସ୍ତଙ୍କୁ ବିଷମ କଟକ ଅସ୍ଥାୟୀ କୋଭିଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସମସ୍ତେ ରାୟଗଡା, କଳାହାଣ୍ଡି ଓ କନ୍ଧମାଳ ଅଞ୍ଚଳରୁ ବୋଲି ଜଣାପଡିଛି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ