ଓଡିଶା

odisha

ETV Bharat / state

ରାୟଗଡା ଜିଲ୍ଲାରେ ପୁଣି 177 ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା 3420 - କୋରୋନା ଭାଇରସ ଖବର

ରାୟଗଡା ଜିଲ୍ଲାରେ ଆଉ 177 କୋରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 3420 କୁ ଛୁଇଁଥିବା ବେଳେ ସୁସ୍ଥ ସଂଖ୍ୟା 1924 ରେ ପହଞ୍ଚିଛି । ଜିଲ୍ଲାରେ 21 ଜଣ ମୃତ୍ୟୁ ବରଣ କରିଛନ୍ତି। ଅଧିକ ପଢନ୍ତୁ...

ରାୟଗଡା ଜିଲ୍ଲାରେ ପୁଣି 177 ଚିହ୍ନଟ ମୋଟ ପଜିଟିଭ ସଂଖ୍ୟା 3420
ରାୟଗଡା ଜିଲ୍ଲାରେ ପୁଣି 177 ଚିହ୍ନଟ ମୋଟ ପଜିଟିଭ ସଂଖ୍ୟା 3420

By

Published : Aug 25, 2020, 11:00 PM IST

ରାୟଗଡା: ପୁଣି 177 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 3420 କୁ ଛୁଇଁଥିବା ବେଳେ ସୁସ୍ଥ ସଂଖ୍ୟା 1924 ରେ ପହଞ୍ଚିଛି ।

ରାୟଗଡା ଜିଲ୍ଲାରେ ପୁଣି 177 ଚିହ୍ନଟ ମୋଟ ପଜିଟିଭ ସଂଖ୍ୟା 3420

ରାୟଗଡା ଜିଲ୍ଲାରେ ଚିହ୍ନଟ ହୋଇଥିବା 177 ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଚନ୍ଦ୍ରପୁର ବ୍ଲକରୁ 69 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ,ରାୟଗଡ ସହରାଞ୍ଚଳରୁ 13,ବ୍ଲକରୁ 11, କୋଲନରାରୁ 19, ଗୁଡାରିରୁ 17,କାସୀପୁରରୁ 15, ବିଷମକଟକରୁ 13, ମୁନିଗୁଡ଼ାରୁ 11 ,ରାମନାଗୁଡ଼ାରୁ 10ଜଣ ରହିଛନ୍ତି। ତେବେ ଆଜି 14ଜଣ କୋରୋନା ଯୋଦ୍ଧାଙ୍କ ସହ ମୋଟ 448ଜଣ ସଂକ୍ରମିତ ହୋଇଥିବା ବେଳେ 327 ଜଣ ସୁସ୍ଥ ହୋଇଛନ୍ତି । ତେବେ 1475 ଜଣ ହୋମ ଆଇସଲେସନ ସହ ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସିତ ଅଛନ୍ତି । ଜିଲ୍ଳାରେ ମୋଟ 1924ଜଣ ଯାହା 56% ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ 21 ଜଣ ମୃତ୍ୟୁ ବରଣ କରିଛନ୍ତି।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ABOUT THE AUTHOR

...view details