ଓଡିଶା

odisha

ETV Bharat / state

ବାଲୁକାକଳାରେ ପରିବେଶ ସୁରକ୍ଷା ବାର୍ତ୍ତା - ପୁରୀ

ବିଶ୍ବ ପରିବେଶ ଦିବସରେ ବାଲୁକାକଳା ମାଧ୍ୟମରେ ଲୋକପ୍ରିୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ।

ବାଲୁକାକଳାରେ ପରିବେଶ ସୁରକ୍ଷା ବାର୍ତ୍ତା
ବାଲୁକାକଳାରେ ପରିବେଶ ସୁରକ୍ଷା ବାର୍ତ୍ତା

By

Published : Jun 5, 2020, 5:27 PM IST

ପୁରୀ: ପ୍ରତିବର୍ଷ ଜୁନ 5 ତାରିଖକୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଏ । ବିଶେଷ ଭାବେ ଗଛର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିବସର ଉଦ୍ଦେଶ୍ୟ ।

ବାଲୁକାକଳାରେ ପରିବେଶ ସୁରକ୍ଷା ବାର୍ତ୍ତା

ତେବେ ଏହି ବିଶେଷ ଦିବସରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା କରି ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ବାର୍ତ୍ତା ଦେଇଛନ୍ତି । ସେ ବାର୍ତ୍ତାରେ ଲେଖିଛନ୍ତି ଏବେ ସମୟ ଆସିଯାଇଛି ପୃଥିବୀକୁ ସବୁଜମୟ କରିବା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details