ପୁରୀ : ପଵିତ୍ର ଶ୍ରୀରାମ ନବମୀର ଶୁଭେଚ୍ଛା ସମଗ୍ର ଦେଶବାସୀଙ୍କୁ ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା ତିଆରି କରି ଏହି ପବିତ୍ର ଦିନର ଶୁଭେଚ୍ଛା ଦେଇଛନ୍ତି।
ବାଲୁକାକଳାରେ ଶ୍ରୀରାମ ନବମୀର ଶୁଭେଚ୍ଛା - puri sand art news
ପଵିତ୍ର ଶ୍ରୀରାମ ନବମୀର ଶୁଭେଚ୍ଛା ସମଗ୍ର ଦେଶବାସୀଙ୍କୁ ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଅଧିକ ପଢନ୍ତୁ....
ବାଲୁକାକଳାରେ ଶ୍ରୀରାମ ନବମୀର ଶୁଭେଚ୍ଛା
ବାଲୁକାକଳାରେ ଶ୍ରୀରାମ ନବମୀର ଶୁଭେଚ୍ଛା
ପ୍ରଭୁ ଶ୍ରୀରାମଙ୍କ ପ୍ରତିକୃତିକୁ ସ୍ଥାନ ଦେଇଛନ୍ତି ଏହି ବାଲୁକା ଚିତ୍ରକଳାରେ । ସେହିପରି କୋଭିଡ ଗାଇଡ଼ ମାନିବା ସହ ନିଜର ଓ ସମାଜର ସୁରକ୍ଷା ପାଇଁ ସମସ୍ତ ନାଗରିକ ମାସ୍କ ପରିଧାନ କରିବାକୁ ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଥିବା ଦେଖିବାକୁ ମିଳିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ