ଓଡିଶା

odisha

ETV Bharat / state

ବ୍ରହ୍ମଗିରିରେ ମୃତଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି - ବ୍ରହ୍ମଗିରି ବସ ଷ୍ଟାଣ୍ଡ

କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ମୁତ୍ୟୁ ବରଣ କରିଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମଗିରି ବସ ଷ୍ଟାଣ୍ଡଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ବ୍ରହ୍ମଗିରିରେ ମୃତ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି
ବ୍ରହ୍ମଗିରିରେ ମୃତ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି

By

Published : Dec 21, 2020, 12:37 PM IST

ବ୍ରହ୍ମଗିରି: ବ୍ରହ୍ମଗିରିରେ ମୃତ ଚାଷୀଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ମୁତ୍ୟୁ ବରଣ କରିଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମଗିରି ବସଷ୍ଟାଣ୍ଡଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।

ବ୍ରହ୍ମଗିରିରେ ମୃତ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି, ପୁରୀ ଜିଲ୍ଲା ଜନ ସମ୍ମିଳନୀ ଓ ବ୍ରହ୍ମଗିରି କୃଷିଜୀବୀ ସମିଳନୀ ମିଳିତ ଭାବେ ଏହି ସଭା ଆୟୋଜନ କରିଥିଲେ । ତେବେ ଶହିଦ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କୃଷି ଆଇନକୁ ସଂଶୋଧନ କରିବା ପାଇଁ ଦାବି କରାଯାଇଥିଲା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details