ପୁରୀ: ବାଲୁକାକଳାରେ ସୋନ୍ନି ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି । ବିଶିଷ୍ଟ ଲେଖକ ଓ ସଂପାଦକ ସୋନ୍ନି ମେହେଟ୍ଟାଙ୍କ ପରଲୋକକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ସ୍ବାମୀ ହେଉଛନ୍ତି ସୋନ୍ନି ମେହେଟ୍ଟା।
ବାଲୁକା କଳାରେ ସନି ମେହେଟ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି