ଓଡିଶା

odisha

ETV Bharat / state

ସ୍ୟାଣ୍ଡ ଆନିମେସନରେ ବିଜୟଙ୍କୁ ଶ୍ରଦ୍ଧାଞ୍ଜଳି - Sand Animation for bijaya mohanty

ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ସମସ୍ତେ ଏହି ମହାନ ଅଭିନେତାଙ୍କୁ ଝୁରୁଛନ୍ତି ଓଡିଶା ବାସୀ । ପୁରୀରେ ବାଲୁକାଶିଳ୍ପୀ ମାନସ ସାହୁ ସ୍ୟାଣ୍ଡ ଆନିମେସନ ଜରିଆରେ କାଳଜୟୀ ମହାନ ଅଭିନେତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସ୍ୟାଣ୍ଡ ଆନିମେସନରେ ବିଜୟଙ୍କୁ ଶ୍ରଦ୍ଧାଞ୍ଜଳି
ସ୍ୟାଣ୍ଡ ଆନିମେସନରେ ବିଜୟଙ୍କୁ ଶ୍ରଦ୍ଧାଞ୍ଜଳି

By

Published : Jul 21, 2020, 7:10 PM IST

ପୁରୀ: ଭୁବନେଶ୍ବର ସତ୍ୟନଗରରେ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ସମ୍ମାନର ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ହୋଇଛି । ସବୁଦିନ ପାଇଁ ପଞ୍ଚଭୂତରେ ଲୀନ ହୋଇଛନ୍ତି ବିଜୟ ମହାନ୍ତି । ଏହି ବର୍ଷିଆନ ବରିଷ୍ଠ ଅଭିନେତାଙ୍କୁ ସ୍ୟାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ ।

ସ୍ୟାଣ୍ଡ ଆନିମେସନରେ ବିଜୟଙ୍କୁ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ସମସ୍ତେ ଏହି ମହାନ ଅଭିନେତାଙ୍କୁ ଝୁରୁଛନ୍ତି ଓଡିଶାବାସୀ ।

ସ୍ୟାଣ୍ଡ ଆନିମେସନରେ ବିଜୟଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀରେ ବାଲୁକାଶିଳ୍ପୀ ମାନସ ସାହୁ ସ୍ୟାଣ୍ଡ ଆନିମେସନ ଜରିଆରେ ଏହି କାଳଜୟୀ ମହାନ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details