ପୁରୀ: ପୁରୀରୁ ଆଜିଠୁ ଗଡିବ ଟ୍ରେନ । ଆଜି ସନ୍ଧ୍ୟାରେ 3ଟି ଟ୍ରେନରେ ଯିବା ପାଇଁ ଯାତ୍ରୀମାନେ ବୁକିଂ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ଟ୍ରେନ ଚାଲିବ । ଯାତ୍ରୀମାନେ ଦୁଇ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଜିବେ । ମାର୍ଚ୍ଚ ମାସରେ କୋରୋନା କଟକଣା ଜାରି ହେବା ପରେ ପୁରୀରୁ ଟ୍ରେନ ଯାତ୍ରା ବନ୍ଦ ଥିଲା ।
ଆଜିଠୁ ପୁରୀରୁ ଗଡିବ ଟ୍ରେନ, ଦୁଇ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବ ଯାତ୍ରୀ - ଆଜିଠୁ ପୁରୀ-ଅହମ୍ମଦାବାଦ
ପୁରୀରୁ ଆଜିଠୁ ଗଡିବ ଟ୍ରେନ । ଆଜି ସନ୍ଧ୍ୟାରେ 3ଟି ଟ୍ରେନରେ ଯିବା ପାଇଁ ଯାତ୍ରୀମାନେ ବୁକିଂ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ଟ୍ରେନ ଚାଲିବ । ଯାତ୍ରୀମାନେ ଦୁଇ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବେ । ମାର୍ଚ୍ଚ ମାସରେ କୋରୋନା କଟକଣା ଜାରି ହେବା ପରେ ପୁରୀରୁ ଟ୍ରେନ ଯାତ୍ରା ବନ୍ଦ ଥିଲା । ତେବେ ପୁରୀ-ଅହମ୍ମଦାବାଦ, ପୁରୀ-ଦୁର୍ଗ ଓ ପୁରୀ-ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀରୁ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିବ।

ଆଜିଠୁ ପୁରୀରୁ ଗଡିବ ଟ୍ରେନ, ଦୁଇ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଜିବେ ଯାତ୍ରୀ
ଆଜିଠୁ ପୁରୀରୁ ଗଡିବ ଟ୍ରେନ, ଦୁଇ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଜିବେ ଯାତ୍ରୀ
ତେବେ ପୁରୀ-ଅହମ୍ମଦାବାଦ, ପୁରୀ-ଦୁର୍ଗ ଓ ପୁରୀ-ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀରୁ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିବ। ଯାତ୍ରୀଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେପଟେ ପୁରୀକୁ ଟ୍ରେନ ଚଳାଚଳ ପରେ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଆଗମନ ବେଶ ବଢିବ ବୋଲି ଆଶା କରାଯାଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ