ଓଡିଶା

odisha

ETV Bharat / state

ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବା ବେଳେ ବୁଡିଗଲେ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ସ୍ନାନ ବେଳେ ବୁଡ଼ି ଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

puri sea beach
puri sea beach

By

Published : Dec 20, 2022, 9:12 PM IST

ପୁରୀ:ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ ବେଳେ ବୁଡ଼ି ଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ । ମୃତ ପର୍ଯ୍ୟଟକ ହେଉଛନ୍ତି ଛତିଶଗଡ ବିଳାସପୁରର‌ ପ୍ରାଞ୍ଜଳ ଶ୍ରୀବସ୍ ।

ଚକ୍ରତୀର୍ଥ ବେଳାଭୁମିରେ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ବୁଡ଼ି ଯାଇଥିଲେ ପ୍ରାଞ୍ଜଳ । ପରେ ଲାଇଫ ଗାର୍ଡ ମାନେ ସମୁଦ୍ର ରୁ ପ୍ରାଞ୍ଜଳଙ୍କୁ ଉଦ୍ଧାର କରି ପୁରୀ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details