ଓଡିଶା

odisha

ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ - electric shock death mews

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ବୃଦ୍ଧ । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ...

ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ବୃଦ୍ଧ ମୃତ
ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ବୃଦ୍ଧ ମୃତ

By

Published : Jun 3, 2021, 6:00 PM IST

ବ୍ରହ୍ମଗିରି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ବୃଦ୍ଧ । ମୃତକ ଜଣଙ୍କ ହେଲେ ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଣ୍ଡଗୋଦା ପଞ୍ଚାୟତ ଜାଡିପୁର ଗ୍ରାମର 50 ବର୍ଷୀୟ ଗୁରୁଦେବ ବରାଳ ।

ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ବୃଦ୍ଧ ମୃତ

ଆଜି ସକାଳୁ ଗୁରୁଦେବ ଫୁଲ ତୋଳୁଥିବାବେଳେ ଗଛରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫୁଲ ଗଛରେ କେହି ବିଦ୍ୟୁତ ତାର ଲଗାଇଥିବାରୁ ଏଭଳି ଅଘଟଣ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚିଥିବା ବେଳେ ବ୍ରହ୍ମଗିରି ପୋଲିସି ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details