ଓଡିଶା

odisha

ETV Bharat / state

ଦାଦାବଟିକୁ ନେଇ ଯୁବକଙ୍କୁ ଆକ୍ରମଣ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ - ଦାଦାବଟିକୁ ନେଇ ଯୁବକଙ୍କୁ ଆକ୍ରମଣ ମାମଲା

ପୁରୀ ବାସେଳୀସାହି ଥାନା ଅନ୍ତର୍ଗତ ମିଶ୍ର ସାହିରେ ଗତ ୧୬ ତାରିଖରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଧିକ ପଢନ୍ତୁ...

ଦାଦାବଟିକୁ ନେଇ ଯୁବକଙ୍କୁ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ
ଦାଦାବଟିକୁ ନେଇ ଯୁବକଙ୍କୁ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

By

Published : Mar 19, 2021, 10:11 PM IST

ପୁରୀ: ଦାଦାବଟିକୁ ନେଇ ଯୁବକଙ୍କୁ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ପୁରୀ ବାସେଳୀସାହି ଥାନା ଅନ୍ତର୍ଗତ ମିଶ୍ର ସାହିରେ ଗତ ୧୬ ତାରିଖରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଦାଦାବଟିକୁ ନେଇ ଯୁବକଙ୍କୁ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଏହି ଘଟଣାରେ ଫେରାର ଥିବା ଆଉ ଦୁଇ ଅଭିଯୁକ୍ତଙ୍କୁ ଦିନେ ଦୁଇ ଦିନ ଭିତରେ ଗିରଫ କରାଯିବ ବୋଲି ପୁରୀ ଏସପି କହିଛନ୍ତି।

ଗତ ୧୬ରେ ୪ ଜଣ ଦୁର୍ବୁତ୍ତ ଗୋଡେଇ ଗୋଡେଇ ଅଲେଇ ଗଳିର ପ୍ରଦୀପ ତ୍ରିପାଠୀ ଓରଫ ଟିମଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଜମିଜମା ବିବାଦକୁ କେନ୍ଦ୍ର କରି ଟିମଙ୍କୁ ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details